Frequently Asked Questions (FAQ) relating to Reserve Bank’s Instructions on Banking matters
Ans : IDF-NBFCs will raise resources through issue of either Rupee or Dollar denominated bonds of minimum 5 year maturity. IDF-MFs will raise resources through issue of units of MFs.
ଉତ୍ତର. ହଁ, ନଭେମ୍ବର 01, 2014 ଠାରୁ ପ୍ରଭାବଶାଳୀ, ବ୍ୟାଙ୍କଗୁଡିକ ଏଟିଏମରେ ସେମାନଙ୍କ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ନିମ୍ନଲିଖିତ ଅନୁସାରେ ଅତି କମରେ କିଛି ମାଗଣା ଦେଣନେଣ ସେବା ପ୍ରଦାନ କରିବା ଆବଶ୍ୟକ:
- ଯେ କୌଣସି ସ୍ଥାନରେ ବ୍ୟାଙ୍କର ନିଜସ୍ୱ ଏଟିଏମରେ ଦେଣନେଣ (ଅନ-ଅସ ଦେଣନେଣ ): ବ୍ୟାଙ୍କଗୁଡିକ ସେମାନଙ୍କ ସଞ୍ଚୟ ବ୍ୟାଙ୍କ ଖାତାଧାରକ ମାନଙ୍କୁ ଏକ ମାସରେ ସର୍ବନିମ୍ନ ପାଞ୍ଚଟି ମାଗଣା ଦେଣନେଣ (ଉଭୟ ଆର୍ଥିକ ଏବଂ ଅଣ-ଆର୍ଥିକ ଅନ୍ତର୍ଭୂକ୍ତ), ଏଟିଏମର ଅବସ୍ଥିତି ନିର୍ବିଶେଷରେ ପ୍ରଦାନ କରିବା ଆବଶ୍ୟକ ।
- ମେଟ୍ରୋ ଅବସ୍ଥାନରେ ଅନ୍ୟ ଯେ କୌଣସି ବ୍ୟାଙ୍କର ଏଟିଏମ (ଅଫ୍-ଅସ ଦେଣନେଣ ) ରେ ଦେଣନେଣ : ଛଅ ଟି ମେଟ୍ରୋ ଅବସ୍ଥାନରେ ଥିବା ଏଟିଏମ କ୍ଷେତ୍ରରେ ଯଥା ମୁମ୍ବାଇ, ନୂଆଦିଲ୍ଲୀ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ରେ ସ୍ଥିତ ବ୍ୟାଙ୍କଗୁଡିକ ଏକ ମାସ ମଧ୍ୟରେ ସେମାନଙ୍କ ସଞ୍ଚୟ ବ୍ୟାଙ୍କ ଖାତାଧାରକଙ୍କୁ ସର୍ବନିମ୍ନ ତିନୋଟି ମାଗଣା ଦେଣନେଣ (ଉଭୟ ଆର୍ଥିକ ଏବଂ ଅଣ-ଆର୍ଥିକ ଦେଣନେଣକୁ ଅନ୍ତର୍ଭୁକ୍ତ କରି) ପ୍ରଦାନ କରିବା ଜରୁରୀ ଅଟେ ।
- ଅଣ-ମେଟ୍ରୋ ଅବସ୍ଥାନରେ ଅନ୍ୟ ଯେ କୌଣସି ବ୍ୟାଙ୍କର ଏଟିଏମ ରେ ଦେଣନେଣ (ଅଫ୍-ଅସ ଦେଣନେଣ) : ଉପରୋକ୍ତ ଛଅ ଟି ମେଟ୍ରୋ ଅବସ୍ଥାନ ବ୍ୟତୀତ, ଭିନ୍ନ ଯେ କୌଣସି ସ୍ଥାନରେ, ବ୍ୟାଙ୍କଗୁଡିକ ନିଶ୍ଚିତ ଭାବରେ ସଞ୍ଚୟ ବ୍ୟାଙ୍କ ଖାତାଧାରକମାନଙ୍କୁ ଅନ୍ୟ ବ୍ୟାଙ୍କ ଏଟିଏମରେ ଏକ ମାସ ମଧ୍ୟରେ ସର୍ବନିମ୍ନ ପାଞ୍ଚଟି ମାଗଣା ଦେଣନେଣ ସେବା (ଆର୍ଥିକ ଏବଂ ଅଣ-ଆର୍ଥିକ ଉଭୟକୁ ଅନ୍ତର୍ଭୁକ୍ତ କରି) ପ୍ରଦାନ କରିବେ ।
16 ଡିସେମ୍ବର 2010 ଦିନାଙ୍କିତ ଭାରତ ସରକାରଙ୍କ ବିଜ୍ଞପ୍ତିରେ ବିଏସବିଡିଏ - କ୍ଷୁଦ୍ର ବା ସ୍ମଲ ଆକାଉଣ୍ଟ ନିମ୍ନଲିଖିତ ସର୍ତ୍ତଗୁଡିକ ଅଧୀନରେ ରହିବ:
- ଏପରି ଖାତାରେ ମୋଟ କ୍ରେଡିଟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଦ ନ ହେବା ଆବଶ୍ୟକ
- ଖାତାରେ ସର୍ବାଧିକ ବାଲାନ୍ସ ରାଶି କୌଣସି ସମୟରେ ବି ପଚାଶ ହଜାରରୁ ଅଧିକ ନ ହେବା ଆବଶ୍ୟକ ।
- କୌଣସି ମାସରେ ନଗଦ ଆହରଣ ଏବଂ ଅନ୍ତରଣ ଭାବରେ ମୋଟ ବିକଳନ (ଡେବିଟ), ଦଶ ହଜାର ଟଙ୍କାରୁ ଉର୍ଦ୍ଧ ନ ହେବା ଆବଶ୍ୟକ ।
- ସାଧାରଣ କେୱାଇସି ଔଉପଚାରିକତା ପୂରଣ ନ କରି ବିଦେଶୀ ପ୍ରେରିତ ଅର୍ଥ (ରେମିଟାନ୍ସ) କ୍ଷୁଦ୍ର ବ ସ୍ମଲ ଆକାଉଣ୍ଟରେ ଜମା କରାଯାଇ ପାରିବ ନାହିଁ |
- କ୍ଷୁଦ୍ର ବ ସ୍ମଲ ଆକାଉଣ୍ଟଗୁଡିକ ପ୍ରାରମ୍ଭରେ 12 ମାସ ପାଇଁ ବୈଧ ଅଟେ ଯାହାକି ଅନ୍ୟ 12 ମାସ ପର୍ଯ୍ୟନ୍ତ ବଢାଯାଇ ପାରେ ଯଦି ସେହି ବ୍ୟକ୍ତି ଜଣକ ଏକ ସରକାରୀ ଭାବରେ ମାନ୍ୟ ଡକ୍ୟୁମେଣ୍ଟ ପାଇଁ ଆବେଦନ କରିବାର ପ୍ରମାଣ ପ୍ରଦାନ କରନ୍ତି ।
- କ୍ଷୁଦ୍ର ବ ସ୍ମଲ ଆକାଉଣ୍ଟଗୁଡିକ କେବଳ ବ୍ୟାଙ୍କଗୁଡିକର ସିବିଏସ ସଂଯୁକ୍ତ ଶାଖାଗୁଡ଼ିକରେ କିମ୍ବା ଏପରି ଶାଖା ଗୁଡ଼ିକରେ ଖୋଲାଯାଇପାରିବ ଯେଉଁଠାରେ ସର୍ତ୍ତଗୁଡିକର ପୂରଣ ହେବା ଉପରେ ବ୍ୟକ୍ତିଙ୍କ ଦ୍ଵାରା (ମାନୁଆଲୀ) ନଜର ରଖିବା ସମ୍ଭବ ଅଟେ ।
Ans. The following should be ensured while putting through a funds transfer transaction using RTGS –
-
Originating and destination bank branches are part of the RTGS network.
-
Beneficiary details such as beneficiary name, account number and account type, name and IFSC of the beneficiary bank branch should be available with the remitter.
-
Extreme care should be exercised in providing the account number of the beneficiary, as, during processing RTGS transactions, the credit will be given to the customer’s account solely based on the account number provided in the RTGS remittance instruction / message.
Restructuring in respect of projects under implementation involving deferment of DCCO are excluded from the scope of the Resolution Framework. The extant regulations contained in Paragraph 4.2.15 of DBR.No.BP.BC.2/21.04.048/2015-16 dated July 1, 2015, DOR.No.BP.BC.33/21.04.048/2019-20 dated February 7, 2020 and the other relevant instructions as applicable to specific category of lending institutions, already permit revisions of the DCCO and consequential shift in repayment schedule without being treated as restructuring subject to a maximum of four years in the case of infrastructure projects and a maximum of two years in the case of non-infrastructure projects (including commercial real estate exposures). In addition to the above, DCCO of projects may be extended by a further two years in case of change in ownership subject to the conditions specified in the above instructions.
Yes, each family member can buy the bonds in his/her own name if they satisfy the eligibility criteria as defined at Q No.4.
These FAQs are issued by the Reserve Bank of India (hereinafter referred to as “Bank”) for information and general guidance purposes only. The Bank will not be held responsible for actions taken and / or decisions made on the basis of the same. For clarifications or interpretations, if any, one may be guided by the relevant circulars, guidelines and notifications issued from time to time by the Bank.
Further information is available on our website (www.rbi.org.in) and the website of the Government of India (www.finmin.nic.in)
Also see:
All You wanted to know from RBI about: Withdrawal of Legal Tender Status of ₹ 500 and ₹ 1000 Notes
-
IIBs would be Government securities (G-Sec) and the different classes of investors eligible to invest in G-Secs would also be eligible to invest in IIBs.
-
FIIs would be eligible to invest in the forthcoming IIBs but subject to the overall cap for their investment in G-Secs (currently USD 25 billion).
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: