RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

RbiAnnouncementWeb

RBI Announcements
RBI Announcements

Citizen's Corner - RBI Regulations Banner

RBINotificationSearchFilter

ସର୍ଚ୍ଚ ରିଫାଇନ୍ କରନ୍ତୁ

Search Results

ପ୍ରେସ୍ ପ୍ରକାଶନୀ

  • Row View
  • Grid View
ନଭେମ୍ବର 07, 2016
ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି
ନଭେମ୍ବର 07, 2016 ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି ରିଜର୍ଭ ବ୍ୟାଙ୍କରୁ ଶ୍ରୀ ଜି.ମହାଲିଙ୍ଗମଙ୍କର ସ୍ୱେଚ୍ଛାକୃତ ସେବାନିବୃତି ହେତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଶ୍ରୀ ଏମ୍.ରାଜେଶ୍ୱର ରାଓଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତ କରିଛି । କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଶ୍ରୀ ରାଜେଶ୍ୱର ରାଓ ପରିସଂଖ୍ୟାନ ଓ ସୂଚ଼ନା ପ୍ରବନ୍ଧନ ବିଭାଗ, ଆର୍ଥିକ ବଜାର ପରିଚ଼ାଳନା ବିଭାଗ ଏବଂ ଆର୍ନ୍ତଜାତୀୟ ବିଭାଗ ଦେଖାଶୁଣା କରିବେ । କାର୍ଯ୍ୟନିର୍ବାହୀ ନିର୍ଦେଶକ ଦାୟିତ୍ୱ ଗ୍ରହଣ କରିବା ପୂ

ନଭେମ୍ବର 02, 2016
ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଅଗ୍ରିମ ଆୟକର ପାଉଣା ପ୍ରଦାନ କରନ୍ତୁ - ଡିସେମ୍ବର 2016
ନଭେମ୍ବର 02, 2016 ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଅଗ୍ରିମ ଆୟକର ପାଉଣା ପ୍ରଦାନ କରନ୍ତୁ - ଡିସେମ୍ବର 2016 ନିର୍ଦ୍ଧିଷ୍ଟ ତାରିଖର ଯଥେଷ୍ଟ ପୂର୍ବରୁ ଆୟକର ଦେୟ ପଠାଇବା ନିମନ୍ତେ କରଦାତା ମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିବେଦନ କରିଛି । ଏ କଥା ମଧ୍ୟ ଘୋଷଣା କରିଛି ଯେ କରଦାତାମାନେ ବିକଳ୍ପ ପ୍ରଣାଳୀ ଯଥା, ଏଜେନ୍ସି ବ୍ୟାଙ୍କମାନଙ୍କର ଶାଖା ଚ଼ୟନ ଅଥବା ଏହି ବ୍ୟାଙ୍କମାନଙ୍କ ଦ୍ୱାରା ପ୍ରଦତ୍ତ ଅନଲାଇନ୍ ଅର୍ଥପ୍ରଦାନ ଭଳି ସୁବିଧାର ବିନିଯୋଗ କରିପାରିବେ। ଏହାଦ୍ୱାରା ରିଜର୍ଭ ବ୍ୟାଙ୍କର ଅଫିସଗୁଡ଼ିକରେ ଲମ୍ବାଧାଡ଼ିରେ ଛିଡ଼ାହେବ

ନଭେମ୍ବର 01, 2016
ନୂଆଦିଲ୍ଲୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ଦ୍ୱିତୀୟ ଅଫିସ୍ ଖୋଲୁଛି
ନଭେମ୍ବର 01, 2016 ନୂଆଦିଲ୍ଲୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ଦ୍ୱିତୀୟ ଅଫିସ୍ ଖୋଲୁଛି ନିକଟ ଅତୀତରେ ବ୍ୟାଙ୍କିଙ୍ଗ ନେଟୱାର୍କରେ ଉଲ୍ଲେଖଯୋଗ୍ୟ ବୃଦ୍ଧି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ, ନୂଆଦିଲ୍ଲୀ ଦ୍ୱାରା ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଥିବା ବୃହତ କାର୍ଯ୍ୟ ପରିସରକୁ ବିଚ଼ାରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆଦିଲ୍ଲୀଠାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ଦ୍ୱିତୀୟ କାର୍ଯାଲଯ ଅବସ୍ଥାପିତ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ, ନୂଆଦିଲ୍ଲୀସ୍ଥ ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କର ପ୍ରଥମ କାର୍ଯାଲଯର କାର୍ଯ୍ୟ ପରିସରରେ

୨୦୧୧ ଜନଗଣନା ଭିତ୍ତିରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଶାଖା ଲୋକେଟରର ସାମ୍ପ୍ରତିକୀକରଣ କରୁଛି
ନଭେମ୍ବର 1, 2016 ୨୦୧୧ ଜନଗଣନା ଭିତ୍ତିରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଶାଖା ଲୋକେଟରର ସାମ୍ପ୍ରତିକୀକରଣ କରୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଶାଖା ଲୋକେଟର –ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଶାଖା / ଅଫିସମାନଙ୍କର ଏକ ସୂଚୀ ସମ୍ବଳିତ ଏହାର ୱେବସାଇଟରେ ଥିବା ଏକ ଲିଂକ ର ସାମ୍ପ୍ରତିକୀକରଣ କରିଛି । ବର୍ତ୍ତମାନ ଏହି ଲିଂକରେ , ଜନଗଣନା 2011 ଆଧାରରେ ସଂଶୋଧିତ ମୂଳ ଜନସଂଖ୍ୟା ସହିତ ବିଭିନ୍ନ ଜନସଂଖ୍ୟାଗତ ଗ୍ରୁପ ଭିତ୍ତିକ ଶାଖା / ଅଫିସମାନଙ୍କର ବିଭକ୍ତିକରଣ ରହିଛି । ଭାରତୀୟ ରିଜର୍ଭବ୍ୟାଙ୍କ ପରିପତ୍ର (ସେପ୍ଟେମ୍ବର 1,2016 ତାରିଖର ଆର୍.ବି .ଆଈ./2016-17/60/ .ବି.ଆର୍

ଅକ୍ଟୋବର 26, 2016
ଜାଲ୍ କରେନ୍ସି ନୋଟ୍ ପ୍ରଚ଼ଳନ - ସର୍ବସାଧାରଣଙ୍କ ନିମନ୍ତେ ସୂଚ଼ନା
ଅକ୍ଟୋବର୍ 26, 2016 ଜାଲ୍ କରେନ୍ସି ନୋଟ୍ ପ୍ରଚ଼ଳନ - ସର୍ବସାଧାରଣଙ୍କ ନିମନ୍ତେ ସୂଚ଼ନା ସହଜରେ ଠକାମୀର ଶୀକାର ହୋଇଯାଉଥିବା ଓ ସରଲ ବିସ୍ୱାସି କିଛି ଲୋକଙ୍କୁ ମାଧ୍ୟମ କରି କେତେକ ଅସାଧୁ ପ୍ରକୃତିର ଲୋକ ସାଧାରଣ କାରବାର ସମୟରେ ଉଚ୍ଚ ମୂଲ୍ୟବର୍ଗର ଜାଲ୍ କରେନ୍ସି ନୋଟକୁ ପ୍ରଚ଼ଳନ ଉଦ୍ଦେଶ୍ୟରେ ନେଣଦେଣ କରୁଥିବା ଆମ ଦୃଷ୍ଟିକୁ ଆସିଛି । ସର୍ବସାଧାରଣ ଗ୍ରହଣ କରୁଥିବା ନୋଟଗୁଡ଼ିକୁ ସତର୍କତାର ସହିତ ପରୀକ୍ଷା କରିନେବାକୁ ଆମେ ସତର୍କ କରେଇ ଦେଉଛୁ . ଉଚ୍ଚ ମୂଲ୍ୟବର୍ଗର ଭାରତୀୟ କରେନ୍ସି ନୋଟଗୁଡ଼ିକ ନକଲି ନ ହେବା ନିମିତ୍ତ ପ୍ରତିରୋଧକ ସୁରକ୍ଷା ବୈଶିଷ୍ଟ୍ୟ ରହିଛି । ନକଲି ନ

ଅକ୍ଟୋବର 24, 2016
ଇନସେଟ୍ ଅକ୍ଷର ‘ଏଲ୍’ ସହିତ ନମ୍ବର୍ ପ୍ୟାନେଲଗୁଡିକରେ ଆରୋହୀ ସଂଖ୍ୟା ଥିବା ଏବଂ ଉତ୍କିର୍ଣ (ଇଣ୍ଟାଗ୍ଲିଓ) ଛାପା ନ ଥିବା 20 ଟଙ୍କିଆ ବ୍ୟାଙ୍କନୋଟର ପ୍ରଚ଼ଳନ
ଅକ୍ଟୋବର୍ 24, 2016 ଇନସେଟ୍ ଅକ୍ଷର ‘ଏଲ୍’ ସହିତ ନମ୍ବର୍ ପ୍ୟାନେଲଗୁଡିକରେ ଆରୋହୀ ସଂଖ୍ୟା ଥିବା ଏବଂ ଉତ୍କିର୍ଣ (ଇଣ୍ଟାଗ୍ଲିଓ) ଛାପା ନ ଥିବା 20 ଟଙ୍କିଆ ବ୍ୟାଙ୍କନୋଟର ପ୍ରଚ଼ଳନ ଉଭୟ ନମ୍ବର୍ ପ୍ୟାନେଲରେ ଇନସେଟ୍ ଅକ୍ଷର ‘ଏଲ୍’ ଥାଇ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣର ଡଃ ରଘୁରାମ ରାଜନଙ୍କ ଦସ୍ତଖତ ବହନ କରିଥିବା ଏବଂ ବ୍ୟାଙ୍କନୋଟର ପଛପଟେ ଛପାବର୍ଷ 2016 ମୁଦ୍ରିତଥିବା ମହାତ୍ମାଗାନ୍ଧୀ ଶୃଙ୍ଖଳା 2005ର 20 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟ୍ , ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ପ୍ରଚ଼ଳନ କରିବ । ବର୍ତ୍ତମାନ ପ୍ରଚ଼ଳିତ ହେବାକୁ ଥିବା ଏହି ବ୍ୟାଙ୍କନୋଟଗୁଡିକର

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

Scan Your QR code to Install our app

RBIPageLastUpdatedOn

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ସେପ୍ଟେମ୍ବର 20, 2023

Custom Date Facet