RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

RbiAnnouncementWeb

RBI Announcements
RBI Announcements

Citizen's Corner - RBI Regulations Banner

RBINotificationSearchFilter

ସର୍ଚ୍ଚ ରିଫାଇନ୍ କରନ୍ତୁ

Search Results

ପ୍ରେସ୍ ପ୍ରକାଶନୀ

  • Row View
  • Grid View
ଡିସେମ୍ବର 04, 2016
ଇନସେଟ ଅକ୍ଷର ନ ଥିବା, ନମ୍ବର ପ୍ୟାନେଲରେ ସାନରୁ ବଡ କ୍ରମ ରେ ସଂଖ୍ୟା ଥିବା ଏବଂ ଉତ୍କୀର୍ଣ୍ଣ (ଇଣ୍ଟାଗ୍ଲିଓ) ଛପା ନ ଥିବା 50 ଟଙ୍କିଆ ବ୍ୟାଙ୍କନୋଟ ଜାରି
ଡ଼ିସେମ୍ବର 04, 2016 ଇନସେଟ ଅକ୍ଷର ନ ଥିବା, ନମ୍ବର ପ୍ୟାନେଲରେ ସାନରୁ ବଡ କ୍ରମ ରେ ସଂଖ୍ୟା ଥିବା ଏବଂ ଉତ୍କୀର୍ଣ୍ଣ (ଇଣ୍ଟାଗ୍ଲିଓ) ଛପା ନ ଥିବା 50 ଟଙ୍କିଆ ବ୍ୟାଙ୍କନୋଟ ଜାରି ଭାରତୀୟ ରିଜର୍ଭ ବ୍ୟାଙ୍କ, ମହାତ୍ମା ଗାନ୍ଧୀ ଶୃଙ୍ଖଳା -2005 ର 50 ଟଙ୍କିଆ ମୂଲ୍ୟ ବର୍ଗର ବ୍ୟାଙ୍କ ନୋଟ ଖୁବ ଶୀଘ୍ର ପ୍ରଚ଼ଳନ କରିବ ,ଯେଉଁଥିରେ ଉଭୟ ନମ୍ବର ପ୍ୟାନେଲରେ ଇନସେଟ ଅକ୍ଷର ନ ଥିବ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଡ଼ାଃ ଉରଜିତ୍ ଆର୍ ପଟେଲଙ୍କ ର ଦସ୍ତଖତ ଥିବ, ଏବଂ ବ୍ୟାଙ୍କନୋଟ ପଛପଟେ ମୁଦ୍ରଣ ବର୍ଷ 2016 ମୁଦ୍ରିତ ହୋଇଥିବ । ଏହି ବ୍ୟାଙ୍କନୋଟର ଡ଼ିଜାଇନ୍ ଓ ସୁରକ୍ଷା ବୈଶ

ଇନସେଟ୍ ଅକ୍ଷର L ଥିବା, ନମ୍ବର ପ୍ୟାନେଲରେ ସାନ ରୁ ବଡ କ୍ରମରେ ସଂଖ୍ୟା ଥିବା ଓ ଉତ୍କୀର୍ଣ୍ଣ (ଇଣ୍ଚାଗ୍ଲିଓ) ମୁଦ୍ରଣ ନ ଥିବା 20 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚ଼ଳନ
ଡ଼ିସେମ୍ବର 04, 2016 ଇନସେଟ୍ ଅକ୍ଷର L ଥିବା, ନମ୍ବର ପ୍ୟାନେଲରେ ସାନ ରୁ ବଡ କ୍ରମରେ ସଂଖ୍ୟା ଥିବା ଓ ଉତ୍କୀର୍ଣ୍ଣ (ଇଣ୍ଚାଗ୍ଲିଓ) ମୁଦ୍ରଣ ନ ଥିବା 20 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚ଼ଳନ ଭାରତୀୟ ରିଜର୍ଭ ବ୍ୟାଙ୍କ, ମହାତ୍ମା ଗାନ୍ଧୀ ଶୃଙ୍ଖଳା-2005 ରେ 20 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟ ଖୁବ ଶୀଘ୍ର ପ୍ରଚ଼ଳନ କରିବ, ଜେଉଁଥିରେ ଉଭୟ ନମ୍ବର ପ୍ୟାନେଲରେ ଇନସେଟ ଅକ୍ଷର L ଥିବ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଡ଼ାଃ ଉରଜିତ୍ ଆର୍ ପଟେଲଙ୍କର ଦସ୍ତଖତ ଥିବ, ଏବଂ ବ୍ୟାଙ୍କନୋଟ ପଛପଟେ ଛପାବର୍ଷ 2016 ମୁଦ୍ରିତ ହୋଇଥିବ । ଏହି ବ୍ୟାଙ୍କନୋଟର ଡ଼ିଜାଇନ୍ ଓ ସୁରକ୍ଷା ବୈଶିଷ୍

ଡିସେମ୍ବର 02, 2016
ଡିସେମ୍ବର 07, 2016 ତାରିଖ ଅପରାହ୍ଣ 2.30 ରେ ପଂଚ଼ମ ଦ୍ୱି-ମାସିକ ଆର୍ଥିକ ନୀତି ବିରରଣୀ 2016-17
ଡ଼ିସେମ୍ବର 02, 2016 ଡିସେମ୍ବର 07, 2016 ତାରିଖ ଅପରାହ୍ଣ 2.30 ରେ ପଂଚ଼ମ ଦ୍ୱି-ମାସିକ ଆର୍ଥିକ ନୀତି ବିରରଣୀ 2016-17 2016-17 ନିମିତ୍ତ ପଂଚ଼ମ ଦ୍ୱି-ମାସିକ ଆର୍ଥିକ ନୀତି ବିରରଣୀ ପାଇଁ ଆର୍ଥିକ ନୀତି କମିଟି (ଏମ୍ ପି ସି) ର ବୈଠକ ଡ଼ିସେମ୍ବର 6 ଓ 7, 2016 ତାରିଖରେ ଅନୁଷ୍ଠିତ ହେବ । ଏମ୍. ପି. ସି. ର ସିଦ୍ଧାଂତ ଡିସେମ୍ବର 07, 2016 ତାରିଖ ଅପରାହ୍ଣ 2.30 ରେ ୱେବସାଇଟରେ ସ୍ଥାନିତ ହେବ । ଅଳ୍ପନା କିଲାୱାଲା ପ୍ରଧାନ ପରାମର୍ଶଦାତା ପ୍ରେସ ପ୍ରକାଶନ : 2016-2017/1387

ଡିସେମ୍ବର 01, 2016
ଏସ୍.ବି.ଏନ୍.ରୁ ବୈଧ ମୁଦ୍ରା ମାନ୍ୟତା ଉଚ୍ଛେଦ : ଅସୁରକ୍ଷିତ / ଅଶାସକୀୟ ଚ଼ାନେଲ ଗୁଡ଼ିକରୁ ଗୃହିତ ସୂଚ଼ନା ବିରୁଦ୍ଧରେ ଆର୍.ବି.ଆଈ.ର ଚ଼େତାବନୀ
ଡ଼ିସେମ୍ବର 01, 2016 ଏସ୍.ବି.ଏନ୍.ରୁ ବୈଧ ମୁଦ୍ରା ମାନ୍ୟତା ଉଚ୍ଛେଦ : ଅସୁରକ୍ଷିତ / ଅଶାସକୀୟ ଚ଼ାନେଲ ଗୁଡ଼ିକରୁ ଗୃହିତ ସୂଚ଼ନା ବିରୁଦ୍ଧରେ ଆର୍.ବି.ଆଈ.ର ଚ଼େତାବନୀ ବିନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ (ଏସ୍.ବି.ଏନ୍.) ରୁ ବୈଧ ମୁଦ୍ରା ମାନ୍ୟତା ଉଚ୍ଛେଦ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କମାନଙ୍କୁ ସମୟ ସମୟରେ ନିର୍ଦ୍ଦେଶ ପଠାଉଛନ୍ତି ଯେଉଁଗୁଡ଼ିକ ବ୍ୟାଙ୍କମାନଙ୍କୁ ଶାସକୀୟ ମେଲ୍ ମାଧ୍ୟମରେ ସିଧାସଳଖ ପଠାଯାଉଛି । ଏଗୁଡ଼ିକୁ ରିଜର୍ଭ ବ୍ୟାଙ୍କର ଶାସକୀୟ ୱେବସାଇଟ୍ (/en/web/rbi) ରେ ମଧ୍ୟ ସ୍ଥାନିତ କରାଯାଉଛି । ଏପରି ରିପୋର୍ଟ ମିଳୁଛି ଯେ, ସୋସିଆଲ୍

ନଭେମ୍ବର 30, 2016
RBI Modifies the Directions issued under Section 35A of the Banking Regulation Act, 1949 (AACS) to Indian Mercantile Co-operative Bank Ltd., Lucknow, Uttar Pradesh
The Reserve Bank of India has notified that in partial modification of its Directive dated October 19, 2015, it has, vide Directive dated November 25, 2016, modified the directions on the Indian Mercantile Co-operative Bank Ltd., Lucknow. The bank had been originally placed under directions w.e.f June 12, 2014 vide directive dated June 04, 2014. In terms of the said Directive dated October 19, 2015, among other conditions, a sum not exceeding 70% (seventy percent) of

ନଭେମ୍ବର 23, 2016
ରିଜର୍ଭ ବ୍ୟାଙ୍କ ୬ଟି ଏନ୍.ବି.ଏଫ୍.ସି. ର ପଂଜିକରଣ ପ୍ରମାଣପତ୍ର ରଦ୍ଦ କରିଛି
ନଭେମ୍ବର 23,2016 ରିଜର୍ଭ ବ୍ୟାଙ୍କ ୬ଟି ଏନ୍.ବି.ଏଫ୍.ସି. ର ପଂଜିକରଣ ପ୍ରମାଣପତ୍ର ରଦ୍ଦ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ ର ଧାରା ୪୫-୧A (୬) ଅଧିନରେ ଏହା ଉପରେ ନ୍ୟସ୍ତ କ୍ଷମତାର ପ୍ରୟୋଗ ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍.ବି.ଆଈ.) ନିମ୍ନସୂଚ଼ିତ ନନ–ବ୍ୟାଙ୍କିଙ୍ଗ ଫିନାନ୍ସିଆଲ କମ୍ପାନୀ (ଏନ୍.ବ୍.ଏଫ୍.ସି.)ମାନଙ୍କର ପଂଜିକରଣ ପ୍ରମାଣପତ୍ର ରଦ୍ଦ କରିଛି । କ୍ର.ସଂ. କମ୍ପାନିର ନାମ ପଂଜିକୃତ ଅଫିସ୍ ଠକଣା ସି.ଓ. ଆର୍. ନଂ ପ୍ରଦାନ ତାରିଖ ରଦ୍ଦ ଆଦେଶ ତାରିଖ 1 ମେ.ଷ୍ଟାର୍ ଲାଇନ୍ ଲିଜିଂ ଲି. 417-419,ମିଦାସ, ସହର ପ୍ଲାଜା, ମାଥିରଦାସ ୱସଂଜି

ନଭେମ୍ବର 22, 2016
ଇଲେକ୍ଟ୍ରୋନିକ ଅର୍ଥ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ବ୍ୟବସ୍ଥା
ନଭେମ୍ବର 22, 2016 ଇଲେକ୍ଟ୍ରୋନିକ ଅର୍ଥ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ବ୍ୟବସ୍ଥା ଡିଜିଟାଲ୍ ଉପାୟରେ ସାଧାରଣ ଜନତା ଯେପରି ନିଜର କାରବାର ଜନିତ ଆବଶ୍ୟକତା ପୂରଣ କରି ପାରିବେ ସେଥିପାଇଁ, ରିଜର୍ଭ ବ୍ୟାଙ୍କ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବିଶେଷ ବିତରଣ ବ୍ୟବସ୍ଥା ଓ ସେମି କ୍ଳୋଜ୍ଡ ପ୍ରିପେଡ଼ ଅର୍ଥପ୍ରଦାନ ଦଲିଲ୍ (ପି.ପି.ଆଈ.) ମାଧ୍ୟମରେ ଅତିରିକ୍ତ ପଦକ୍ଷେପ ନେବା ଆରମ୍ଭ କରିଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବର୍ତ୍ତମାନ ଏକ ବିଶେଷ ବିତରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଅର୍ଥପ୍ରଦାନ ଦଲିଲ୍ ବଣ୍ଟନକାରୀମାନେ ଏହି ବ୍ୟବସାୟୀମାନଙ୍କୁ ଅର୍ଥପ୍ର

ପ୍ରଚ଼ଳିତ 500 ଓ 1000 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟର ବୈଧ ମାନ୍ୟତା ପ୍ରତ୍ୟାହାର ବିନିମୟ ସୁବିଧା – ଅପବ୍ୟବହାର ଜନିତ ରିପୋର୍ଟ – ଜନସାଧାରଣଙ୍କୁ ଚ଼େତାବନୀ
ନଭେମ୍ବର 22, 2016 ପ୍ରଚ଼ଳିତ 500 ଓ 1000 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟର ବୈଧ ମାନ୍ୟତା ପ୍ରତ୍ୟାହାର ବିନିମୟ ସୁବିଧା – ଅପବ୍ୟବହାର ଜନିତ ରିପୋର୍ଟ – ଜନସାଧାରଣଙ୍କୁ ଚ଼େତାବନୀ ଜନସାଧାରଣ ବିଶିଷ୍ଟ ବ୍ୟାଙ୍କନୋଟ ( ପୁରୁଣା 500 ଓ 1000 ଟଙ୍କା) କୁ ବୈଧ ନୋଟ ସହ ବିନିମୟ କରିବାକୁ ଏବଂ ଅସୀମିତ ପରିମାଣରେ ସେହି ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ସୁବିଧା ଏଇଥି ପାଇଁ ଯୋଗେଇ ଦିଆଯାଉଛି ଯେ, ଘୋଷଣା କରାଯାଇଥିବା ତାରିଖ ସୁଦ୍ଧା ଜନସାଧାରଣ ତାଙ୍କ ପାଖରେ ମହଜୁଦ ରଖିଥିବା ଏହି ନୋଟର ମୂଲ୍ୟ ବିନିମୟ ଦ୍ୱାରା ବା ନିଜ ଖାତାରେ ଜମା କରିବା ଦ୍ୱାରା ପ୍ରାପ୍ତ କରିପା

ନଭେମ୍ବର 21, 2016
ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ “ପର୍ଯ୍ୟବେକ୍ଷଣୀୟ ସହଯୋଗ ଓ ପର୍ଯ୍ୟବେକ୍ଷଣୀୟ ସୁଚ଼ନା ବିନିମୟ” ବୁଝାମଣା ସ୍ମାରକପତ୍ର ହସ୍ତାକ୍ଷର କଲା
ଅକ୍ଟୋବର 21, 2016 ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ “ପର୍ଯ୍ୟବେକ୍ଷଣୀୟ ସହଯୋଗ ଓ ପର୍ଯ୍ୟବେକ୍ଷଣୀୟ ସୁଚ଼ନା ବିନିମୟ” ବୁଝାମଣା ସ୍ମାରକପତ୍ର ହସ୍ତାକ୍ଷର କଲା ଅକ୍ଟୋବର 19, 2016 ତାରିଖରେ ମିୟାଁମାର ସଂଘିୟ ସାଧାରଣତନ୍ତ୍ର ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ, “ପର୍ଯ୍ୟବେକ୍ଷଣୀୟ ସହଯୋଗ ଓ ପର୍ଯ୍ୟବେକ୍ଷଣୀୟ ସୁଚ଼ନା ବିନିମୟ” ବୁଝାମଣା ସ୍ମାରକପତ୍ର ହସ୍ତାକ୍ଷର କଲା। ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ତରଫରୁ ମିୟାଁମାର ସରକାରଙ୍କ ବୈଦେଶିକ ରାଜ୍ୟମନ୍ତ୍ରି ଶ୍ରୀ ୟୁ.କ୍ୟାୱ ଟିନ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ

ନଭେମ୍ବର 20, 2016
ଜନସାଧାରଣ 10 ଟଙ୍କିଆ ମୁଦ୍ରାକୁ ବିଧି ସମ୍ମତ ମୁଦ୍ରା ରୂପେ ଗ୍ରହଣ ଜାରୀ ରଖି ପାରିବେ – ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ବର 20, 2016 ଜନସାଧାରଣ 10 ଟଙ୍କିଆ ମୁଦ୍ରାକୁ ବିଧି ସମ୍ମତ ମୁଦ୍ରା ରୂପେ ଗ୍ରହଣ ଜାରୀ ରଖି ପାରିବେ – ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତ ସରକାରଙ୍କ ଦ୍ୱାରା ତିଆରି କରାଯାଉଥିବା ମୁଦ୍ରାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସଂଚ଼ାଳନ କରାଇ ଥାଏ । ଏହି ମୁଦ୍ରାଗୁଡ଼ିକର ପ୍ରଭେଦସୂଚ଼କ ବୈଶିଷ୍ଟ୍ୟ ଥାଏ । ଜନସାଧାରଣଙ୍କର କାରବାର ଆବଶ୍ୟକତାକୁ ପୂରଣ କରିବା ପାଇଁ, ନୂତନ ମୁଲ୍ୟବର୍ଗର ମୁଦ୍ରା ଓ ବିଭିନ୍ନ ବିଷୟବସ୍ତୁ – ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ତଥ୍ୟକୁ ସୂଚ଼ାଉ ଥିବା ନୂଆ ଡ଼ିଜାଇନର ମୁଦ୍ରାଗୁଡ଼ିକୁ ବିଭିନ୍ନ ସମୟରେ ପ୍ରଚ଼ଳନ କରା ଯାଇଥାଏ । ମୁଦ୍ରାଗୁଡ଼ିକ ସଂଚ଼ାଳ

RBI-Install-RBI-Content-Global

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

Scan Your QR code to Install our app

RBIPageLastUpdatedOn

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ସେପ୍ଟେମ୍ବର 20, 2023

Custom Date Facet