RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78471354
ସୋଭେରେନ ସ୍ୱର୍ଣ ବଣ୍ଡ 2015-16

ସୋଭେରେନ ସ୍ୱର୍ଣ ବଣ୍ଡ 2015-16

ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ବର 24, 2015

ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ
ଏସ.ବି.ଏସ ମାର୍ଗ, ମୁମ୍ବାଇ 400 001

ସୋଭେରେନ ସ୍ୱର୍ଣ ବଣ୍ଡ 2015-16

ଭାରତ ସରକାରଙ୍କ ପରାମର୍ଶରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତାରିଖ ଅକ୍ଟୋବର 30, 2015 ର ପରିପତ୍ର ସଂଖ୍ୟା 939/14.04.050/2015-16 ଓ ତାରିଖ ନଭେମ୍ବର 04, 2015ର ପରିପତ୍ର ସଂଖ୍ୟା 968/14.04.050/2015-16 ଅନ୍ତର୍ଗତ ସୋଭେରେନ ସ୍ୱର୍ଣ ବଣ୍ଡ 2015-16 ଜାରୀ କରିବା ପାଇଁ ଅଧିସୂଚୀତ କରିଥିଲା । ନଭେମ୍ବର 05 ରୁ ନଭେମ୍ବର 20, 2015 ପର୍ଯ୍ୟନ୍ତ ଗ୍ରାହକତା ନିମନ୍ତେ ପ୍ରଥମ ପର୍ଯ୍ୟାୟ ସୋଭେରେନ ସ୍ୱର୍ଣ ବଣ୍ଡ ପ୍ରଚଳନ କରାଯାଇଛି। ବଣ୍ଡଗୁଡିକ ନଭେମ୍ବର 26, 2015ରେ ଜାରୀ କରିବାକୁ ଥିଲା ।

ବ୍ୟାଙ୍କ ଓ ଡାକଘର ଗୁଡିକରେ ବହୁ ସଂଖ୍ୟକ ଆବବେଦନ ଗ୍ରହଣ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଇ- କୁବେର ବ୍ୟବସ୍ଥାରେ ସହଜ ଅପଲୋଡିଂ କ୍ଷମ କରିବା ପାଇଁ ବିଶେଷତଃ ଡାକଘର ଗୁଡିକ ପାଇଁ ନଭେମ୍ବର 26, 2015 ରୁ ନଭେମ୍ବର 30, 2015କୁ ସୋଭେରେନ ସ୍ୱର୍ଣ ମୁଦ୍ରା ପ୍ରଚଳନ ଦିନ ଘୁଞ୍ଚାଇ ଦିଆଯାାଇଛି ।

ଉପରୋକ୍ତ ପରିପତ୍ରର ଅନ୍ୟ ନିବନ୍ଧନ ଓ ସର୍ତ୍ତ ଅପରିବର୍ତ୍ତିତ ରହିଛି ।

ଅନିରୁଦ୍ଧ ଡି.ଯାଦବ
ସହାୟକ ପ୍ରବନ୍ଧକ

ସମ୍ବାଦ ପ୍ରକାଶିତ : 2015-2016/1236

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?