RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78469884
ଅନ୍ତଃ ସଂଯୋଜିତ ବର୍ଣ ‘ଏଲ’ ସହ ଭାରତୀୟ ରିଜର୍ଭ ବ୍ୟାଙ୍କର 500 ଟଙ୍କିଆ ନୋଟ ପ୍ରଚଳନ

ଅନ୍ତଃ ସଂଯୋଜିତ ବର୍ଣ ‘ଏଲ’ ସହ ଭାରତୀୟ ରିଜର୍ଭ ବ୍ୟାଙ୍କର 500 ଟଙ୍କିଆ ନୋଟ ପ୍ରଚଳନ

ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ବର 14, 2015

ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ
ଏସ.ବି.ଏସ ମାର୍ଗ, ମୁମ୍ବାଇ 400 001

ଅନ୍ତଃ ସଂଯୋଜିତ ବର୍ଣ ‘ଏଲ’ ସହ ଭାରତୀୟ ରିଜର୍ଭ ବ୍ୟାଙ୍କର 500 ଟଙ୍କିଆ ନୋଟ ପ୍ରଚଳନ

ମହାତ୍ମାଗାନ୍ଧୀ କ୍ରମିକ 2005 ଅନ୍ତର୍ଗତ ଡକ୍ଟର ରଘୁରାମ ରାଜନ, ଗଭର୍ଣର ଦ୍ୱାରା ହସ୍ତାକ୍ଷରିତ 1000 ଟଙ୍କିଆ ନୋଟ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତିଶିଘ୍ର ପ୍ରଚଳନ କରିବ । ଏହି ବ୍ୟାଙ୍କନୋଟର ଉଭୟ ସଂଖ୍ୟା ତାଲିକାରେ ‘ଏଲ’ ବର୍ଣ ଅନ୍ତଃ ସଂଯୋଜିତ ହୋଇ ରହିବ। ବ୍ୟାଙ୍କ୍ ନୋଟର ପୃଷ୍ଠ ଭାଗରେ ମୁଦ୍ରଣ ବର୍ଷ 2015 ଉପସ୍ଥିତ ରହିବ। ବର୍ତ୍ତମାନ ପ୍ରଚଳିତ ହେବାକୁ ଥିବା ବ୍ୟାଙ୍କ୍ ନୋଟଗୁଡିକର ଆକୃତି ତ୍ପୂର୍ବରୁ ପ୍ରଚଳିତ ମହାତ୍ମାଗାନ୍ଧୀ କ୍ରମିକ 2005ରେ ଚଳୁଥିବା ବ୍ୟାଙ୍କ୍ ନୋଟ୍ ସହ ସବୁ ଦିଗରୁ ସାଦୃଶ୍ୟତା ରହିବ, ଯେଉଁଥିରେ ଅତିରିକ୍ତ ବୈଶିଷ୍ଟତା ରହିଛି ଯେପରିକି ସଂଖ୍ୟା ତାଲିକାରେ ବର୍ଦ୍ଧିତ ଆକାରରେ ଅଂକ, ବ୍ଲିଡ ରେଖା ତଥା ଅଗ୍ରଭାଗରେ ବଡ ଆକାରର ଆଙ୍ଗିକାର ଚିହ୍ନ ରହିବ। ଏହି ବୈଶିଷ୍ଟତା ସହିତ 1000 ଟଙ୍କା ମୂଲ୍ୟ ବର୍ଗର ବ୍ୟାଙ୍କନୋଟ ସର୍ବପ୍ରଥମ ପାଇଁ ସେପ୍ଟମ୍ବର 2015 ରେ ଜାରୀ କରାଯାଇଥିଲା।

ବ୍ୟାଙ୍କ୍ ଦ୍ୱାରା ତ୍ପୂର୍ବରୁ ପ୍ରଚଳିତ ସମସ୍ତ 500 ଟଙ୍କା ମୂଲ୍ୟ ବର୍ଗର ବ୍ୟାଙ୍କ ନୋଟଗୁଡିକର ବିଧିକ ନିବେଦ ଅବ୍ୟାହତ ରହିବ।

ଅଳ୍ପନା କିଲ୍ଲାୱାଲା
ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ

ସମ୍ବାଦ ପ୍ରକାଶିତ : 2015-2016/1157

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?